ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଇମ୍ରାନ ଖାନ୍ଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରୁ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଛି। ପାକିସ୍ତାନ ଗଣମାଧ୍ୟମ ପକ୍ଷରୁ ଏନେଇ ସୂଚନା ମିଳିଛି। ପିଟିଆଇ ଦଳର ମୁଖ୍ୟ ହେଉଛନ୍ତି ଇମ୍ରାନ ଖାନ।
Popular Categories



