www.samajalive.in
Monday, December 8, 2025
13.1 C
Bhubaneswar

ହଳଦିଆ ରଙ୍ଗ ବ୍ୟବହାର କରିବାର ମହତ୍ତ୍ବ

ଅଧିକତଃ ବ୍ୟକ୍ତି ଶୁଭ କାର୍ଯ୍ୟରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଥାଆନ୍ତି। ଜ୍ୟୋତିଷଶାସ୍ତ୍ରରେ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ବ ରହିଛି। ହଳଦିଆ ରଙ୍ଗର ସମ୍ବନ୍ଧ ଗୁରୁ ବୃହସ୍ପତିଙ୍କ ସହ ରହିଛି। ଏହା ସୂର୍ଯ୍ୟଙ୍କର ଏକ ଆକର୍ଷିତ ରଙ୍ଗ ଅଟେ। ଆସନ୍ତୁ ଜାଣିବା

ହଳଦିଆ ରଙ୍ଗର ମହତ୍ତ୍ବ ସମ୍ବନ୍ଧରେ ..

- Advertisement -

ଏହି ରଙ୍ଗ ପାଚନ ତନ୍ତ୍ର, ରକ୍ତ ସଞ୍ଚାର ଓ ଚକ୍ଷୁକୁ ସିଧାସଳଖ ପ୍ରଭାବିତ କରିଥାଏ।

ଏହି ରଙ୍ଗ ଦ୍ବାର ମନର ଭାବନା ପରିବର୍ତ୍ତନ ହୋଇଥାଏ।

ଏହା ବୃହସ୍ପତିଙ୍କର ପ୍ରଧାନ ରଙ୍ଗ ଅଟେ।

ହଳଦିଆ ରଙ୍ଗର ଶକ୍ତି :

ଏହି ରଙ୍ଗ ଜୀବନରେ ଶୁଭ୍ରତା ଆଣିଥାଏ।

ମନକୁ ଉତ୍ସାହିତ କରି ନକରାତ୍ମକ ଚିନ୍ତାଧାରାକୁ ନାଶ କରି ଦେଇଥାଏ।

ଏହି ରଙ୍ଗ ନଜର ଦୋଷ ଓ ନକରାତ୍ମକ ଶକ୍ତିର ପ୍ରଭାବ ନାଶ କରିଥାଏ।

ଏହି ରଙ୍ଗର ବ୍ୟବହାର ଦ୍ବାରା ଜ୍ଞାନ ବୃଦ୍ଧି ହୋଇଥାଏ।

ଏହାସହ କୁବିଚାର ମଧ୍ୟ ଦୂର ହୋଇଥାଏ।

ହଳଦିଆ ରଙ୍ଗର ବ୍ୟବହାର :

ହଳଦିଆ ରଙ୍ଗକୁ ପୂଜା ସ୍ଥାନ ଓ ପଢା ଘରେ ବ୍ୟବହାର କରିବା ଉଚିତ।

ଘରର ବାହାର କାନ୍ଥରେ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ।

ନକରାତ୍ମକ ଶକ୍ତି ଠାରୁ ରକ୍ଷା ପାଇବା ପାଇଁ ହଳଦିଆ ରଙ୍ଗର ରୁମାଲ ବ୍ୟବହାର କରିପାରିବେ।

ହଳଦିର ଟିକା ଲଗାଇବା ଦ୍ବାରା ମନ ଶାନ୍ତ ଓ ଶୁଦ୍ଧ ରହିଥାଏ।

ହଳଦିଆ ରଙ୍ଗ ବ୍ୟବହାର ସମୟରେ ଧ୍ୟାନ ଦିଅନ୍ତୁ :

ହଳଦିଆ ରଙ୍ଗର ଅଧିକ ବ୍ୟବହାର ଦ୍ବାରା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିପାରେ।

ଏହା ଆଖି ଓ ମୁଣ୍ଡ ଜନିତ ସମସ୍ୟା ସୃଷ୍ଟି କରିପାରେ।

ବେଳେବେଳେ ମନରେ ଅହଂଭାବ ସୃଷ୍ଟି କରିଥାଏ। ଏହାସହ ନିଦ୍ରାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories