ଡେସ୍କ: ଆଇସିସି କ୍ରିକେଟ୍ ବିଶ୍ୱକପରେ ଆଜି ଅନ୍ୟ ଏକ ମ୍ୟାଚ୍ରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଚାଲିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୨୬.୩ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ୩ ୱିକେଟ୍ ବିନିମୟରେ ୧୭୦ ରନ ସ୍କୋର କରିଛି।
Popular Categories



