www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ ପୁଣି କେବଲ୍‌ କାର୍‌ ଦୁର୍ଘଟଣା – ହିମାଚଳ ପ୍ରଦେଶରେ ମଝି ଆକାଶରେ ଝୁଲି ରହିଛନ୍ତି ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରୀ

ଶିମଲା – ପୁଣି କେବଲ୍‌ କାର୍‌ ଦୁର୍ଘଟଣାଗ୍ରସ୍ତ । ହିମାଚଳ ପ୍ରଦେଶର ପରଓ୍ୱାନୁରେ ରେ ଥିବା ଟିମ୍ବର ଟ୍ରେଲରେ ମଝି ଆକାଶରେ ଏକ କେବଲ୍‌ କାର୍‌ ଖରାପ ହୋଇଯାଇଥିଲା । ଫଳରେ ଏଥିରେ ଥିବା ପର୍ଯ୍ୟଟକମାନେ ମଝି ଆକାଶରେ ଝୁଲି ରହିଥିଲେ।

ଟିମ୍ବର ଟ୍ରେଲରେ ଥିବା କେବଲ୍‌ କାର୍‌ରେ ଦିଲ୍ଲୀରୁ ଯାଇଥିବା କିଛି ପର୍ଯ୍ୟଟକ ବୁଲିବା ପାଇଁ ବାହାରିଥିଲେ। ମାତ୍ର ଅଧା ରାସ୍ତାରେ ଏଥିରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାପରେ ମଝି ଆକାଶରେ ପର୍ଯ୍ୟଟକମାନେ ଫସି ରହିଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ସେନାକୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

- Advertisement -

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories