www.samajalive.in
Friday, December 12, 2025
16.1 C
Bhubaneswar

ହିଲଟପ୍ ସ୍ନାତକ ମହବିଦ୍ୟାଳୟରେ କ୍ୟାରିୟର କଉନସେଲିଂ କାର୍ଯ୍ୟକ୍ରମ

ମୋହନା : ହିଲଟପ୍ ସ୍ନାତକ ମହବିଦ୍ୟାଳୟରେ ଗୁରୁବାର ଏକ କ୍ୟାରିୟର କାଉନସେଲିଂ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହବିଦ୍ୟାଳୟ ଅଧକ୍ଷ ଶ୍ରୀ ଶୁଭ୍ରକାନ୍ତ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଟିତ କାର୍ୟ୍ୟକ୍ରମରେ ଗଜପତି ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ମୋହନ ଶବର, ଶିଳ୍ପ ପରିଚାଳକ ମୋନଜ ମୋହାପାତ୍ର, ନବାଡ ଯୁଗ୍ମ ପରିଚାଳକ ପ୍ରଦ୍ୟୁମ୍ନ ପାଲ, ମୋହନା ସହକାରୀ କୃଷି ଅଧିକାରୀ ଶୁଭେନ୍ଦ୍ର ମୁର୍ମୁ ପ୍ରମୁଖ ଯୋଗଦେଇ +୩ ଶିକ୍ଷା ସମାପ୍ତି ପରେ ଛାତ୍ର ଛାତ୍ରୀମାନେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । କାର୍ୟ୍ୟକ୍ରମକୁ ମହବିଦ୍ୟାଳୟର ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ ସଂଯୋଜକ ଶ୍ରୀ ଜଗନ୍ନାଥ ପଣ୍ଡା ଓ ସହ ସଂଯୋଜିକ ଶ୍ରୀମତୀ ସ୍ବୟନପ୍ରଭା ସାହୁ ପରିଚାଳନା କରିଥିଲେ। ଏଥିରେ ସାତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ପ୍ରଶିକ୍ଷଣ ନେଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories