ଭୁବନେଶ୍ୱର : ଜଗମୋହନ ମରାମତି ମାମଲାରେ ବୁଧବାର ଏଏସଆଇର ସତ୍ୟପାଠ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଅଗ୍ରାହ୍ୟ ପରେ ଏଏସଆଇ କର୍ତ୍ତୃପକ୍ଷ ସତ୍ୟପାଠ ଫେରାଇ ନେଇଛନ୍ତି। ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ତାରିଖରେ ଏନେଇ ସାନି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।
Popular Categories



