www.samajalive.in
Saturday, December 6, 2025
14.1 C
Bhubaneswar

ହାଇକୋର୍ଟଙ୍କ ନିର୍ଦେଶ: ସାରା କଟକ ସହରକୁ ବିଶୋଧନ କରାଯିବ

ଭୁବନେଶ୍ବର: ସାରା କଟକ ସହର ବିଶୋଧନ (ସାନିଟାଇଜ୍) କରାଯିବ । ଏହା ସହ ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ କରୋନା ସ୍କିନିଂ ହେବ । ହାଇକୋର୍ଟ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଜଣେ ଆଇନଜୀବୀଙ୍କ ଦ୍ବାରା ଆଗତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏପରି ନିର୍ଦେଶ ଶୁଣାଇଛନ୍ତି ।

କରୋନା ହଟ୍ ସ୍ପଟ୍ ବିବେଚିତ ରାଜ୍ୟର କେତେକ ଅଞ୍ଚଳକୁ ପୂର୍ବରୁ ରାଜ୍ୟ ସରକାର ସାନିଟାଇଜ୍ କରିଛନ୍ତି । ଭୁବନେଶ୍ବରରେ ସୂର୍ଯ୍ୟନଗର, ବମିଖାଲ ପରି କଣ୍ଟେନମେଣ୍ଟ ଜୋନକୁ ବିଶୋଧନ କରାଯାଇଥିଲା । ସେହିପରି ପୁରୀ ବଡ଼ଦାଣ୍ଡକୁ ମଧ୍ୟ ବିଶୋଧନ କରାଯିବାକୁ ପଦକ୍ଷେପ ନିଆଯାଇଥିଲା । ଅନ୍ୟପକ୍ଷରେ ଯେଉଁସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ସ୍ଥାନକୁ ବିଶୋଧନ କରାଯିବାକୁ ପଦକ୍ଷେପ ନିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories