www.samajalive.in
Sunday, December 7, 2025
16.1 C
Bhubaneswar

ସକାଳ ୬ରୁ ରାତି ୧୦ ଭାରିଯାନ ଚଳାଚଳ ବନ୍ଦ

ଭବାନୀପାଟଣା: ଜିଲ୍ଲା ସଦର ମହକୁମା ରେ ନୋ ଏଣ୍ଟ୍ରି ସମୟ କୁ ପରିବର୍ତ୍ତନ କରାଯାଇଛି। ଜୁନ୍ ୧ ଅର୍ଥାତ୍ ଆଜିଠାରୁ ଭବାନୀପାଟଣା ସହର ମଧ୍ୟରେ ୧୦ ଟନ ରୁ ଅଧିକ ଓଜନ ବିଶିଷ୍ଟ ମାଲବାହୀ ଗାଡି ବା ଭାରିଜାନ ଚଳାଚଳ ସକାଳ ୬ ରୁ ରାତି ୧୦ ଯାଏଁ ପ୍ରତିବନ୍ଧକ କରାଯାଇଛି। ନୋ ଏଣ୍ଟ୍ରି ସମୟ ରେ ସହର ବାହାରେ ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନରେ ସମ୍ପୃକ୍ତ ଗାଡି ଗୁଡ଼ିକ ପାର୍କ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସହର ର ସମସ୍ତ ପ୍ରବେଶ ପଥ ଗୁଡ଼ିକ ରେ ପୋଲିସ ଚେକ୍ ପଏଣ୍ଟ ସ୍ଥାପନ, ଜାତୀୟ ରାଜପଥ ଉପରେ ଗାଡି ଗୁଡ଼ିକ ପାର୍କିଂ କଲେ ଜୋରିମାନା ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀ ସାମଗ୍ରୀ ବହନ କରିଥିବା ଗାଡି ଗୁଡ଼ିକୁ ଏଥିରୁ ବାଦ ଦିଆଯାଇଥିବା ଜିଲ୍ଲାପାଳ ଙ୍କ ଆଦେଶ ନାମାରେ ଉଲ୍ଲେଖ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories