www.samajalive.in
Saturday, December 6, 2025
26.1 C
Bhubaneswar

ନର୍ସିଂ କର୍ମଚାରୀଙ୍କୁ ମନ୍ତ୍ରୀଙ୍କ ନିବେଦନ; ସଂଘ ଦାବିକୁ ବିଚାର କରାଯିବ

ସମାଜ ଡିଜିଟାଲ ଡେସ୍କ: ସରକାରଙ୍କ ଏସମା ସତ୍ତେ୍ୱ ୧୦ଦଫା ଦାବିରେ ଅଟଳ ନର୍ସିଂ କର୍ମଚାରୀ ସଂଘ। ଆଜିଠାରୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ କରାଯାଇଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସାରା ରାଜ୍ୟରେ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନିବେଦନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ନର୍ସିଂ ସଂଘର ଦାବିକୁ ସରକାର ଗୁରତ୍ୱର ସହ ନେଇଛନ୍ତି। ସଂଘର ଦାବିକୁ କମିଟି ବିଚାର କରିବ। ସୂଚନା ଅନୁସାରେ ସରକାରଙ୍କ ଏସମା ସତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତିି ନର୍ସିଂ ସଂଘ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories