www.samajalive.in
Sunday, December 14, 2025
23.1 C
Bhubaneswar

ସନ୍ଧ୍ୟା ୬ଟା: ମୁଖ୍ୟ ସମ୍ବାଦ

ବଡ ଖବର
# ବର୍ଷିୟାନ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ୮୧ ବର୍ଷ ବୟସରେ ପରଲୋକ ଘଟିଛି

ଆଞ୍ଚଳିକ
– ଗଞ୍ଜାମ ଜିଲା ଆସିକାର ମାଗୁରା ଗାଁ ସ୍କୁଲରେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର
– ଭାରତର ଆଇକନିକ୍‌ ଟୁରିଷ୍ଟ ଡେଷ୍ଟିନେସନରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀକୁ ସ୍ଥାନ ଦେବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସାକ୍ଷାତ କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ
– ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ସାଂସଦ ଭବାନୀ ଚରଣ ପଟ୍ଟନାୟକ ପାଇବେ ‘ଗାନ୍ଧୀ ସେବା ସମ୍ମାନ’
– ଓଡ଼ିଶା ସରକାର ନିୟମିତ ଭାବେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ନିଶ୍ଚୟ ଖୁସିର ବିଷୟ ବୋଲି କହିଛନ୍ତି ଅଲିମ୍ପିକ୍‍ସ ସ୍ୱର୍ଣ୍ଣପଦକ ବିଜେତା ଅଭିନବ ବିନ୍ଦ୍ରା

ଜାତୀୟ
– ଶ୍ରେଣୀ ଗୃହର ମନିଟର ହୋଇ ନପାରିବାରୁ ଆତ୍ମହତ୍ୟା କଲେ ତେଲଙ୍ଗାନାର ଜଣେ ୧୩ ବର୍ଷୀୟ ଛାତ୍ର
– ମହାରାଷ୍ଟ୍ରର ପୁଣେର କଦମବାକ ବସ୍ତି ନିକଟ ପୁଣେ-ସୋଲାପୁର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ
– ଚୂଡାନ୍ତ ଜାତୀୟ ନାଗରିକ ପଞ୍ଜିକା ପ୍ରକାଶ କରିବା ଲାଗି କେନ୍ଦ୍ର ଓ ଆସାମ ସରକାର ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଛନ୍ତି
– ସଂଖ୍ୟାଲଘୁ ସମ୍ପ୍ରଦାୟ ଚିହ୍ନଟ ଲାଗି ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳଙ୍କ ମତାମତ ଲୋଡିଛନ୍ତି

- Advertisement -

ଆନ୍ତର୍ଜାତିକ
– ବାଲାକୋଟ ଏୟାରଷ୍ଟ୍ରାଇକ ପରେ ନିଜର ଆକାଶ ମାର୍ଗ ବନ୍ଦ କରି ପାକିସ୍ତାନ ୫ହଜାର କୋଟି ଟଙ୍କା କ୍ଷତି ସହିଛି
– ଜମ୍ମୁ କାଶ୍ମୀରର ପୁଚ୍ଛ ଜିଲାର କୃଷ୍ଣା ଘାଟି, ଶାହପୁର ଏବଂ ମନକୋଟ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷଣ ସହ ମୋର୍ଟାର ମାଡ

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories