www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ଭୁବନେଶ୍ୱରରେ ସୋମବାର ରାତିରେ ବର୍ଷା ପାଣିରେ ୩ ଯୁବକ ଭାସିଯାଇଥିବା ସନ୍ଦେହ କରାଯାଉଛି
# ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର, ପଠାନକୋଟ ଏୟାର ବେସରେ ପ୍ରସ୍ତୁତ
# ନବୀ ମୁମ୍ବାଇ ଉଡ଼ଣରେ ଏଲପିଜି ପ୍ଲାଣ୍ଟରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ – ୫ କର୍ମଚାରୀ ମୃତ, ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଓଏନଜିସି ସାମିଲ
# ଖୁସିରେ ମସଗୁଲ ପଶ୍ଚିମ ଓଡିଶା – ଆଜି ପାଳିତ ହେଉଛି କୃଷିଭିତ୍ତିକ ଗଣ ପର୍ବ ନୁଆଁଖାଇ

ଆଞ୍ଚଳିକ
# ଖୁସିରେ ମସଗୁଲ ପଶ୍ଚିମ ଓଡିଶା – ଆଜି ପାଳିତ ହେଉଛି କୃଷିଭିତ୍ତିକ ଗଣ ପର୍ବ ନୁଆଁଖାଇ
# ସୁନ୍ଦରଗଡ଼ରେ ଲାଗି ହେଲା ନବାନ୍ନ – ସକାଳ ୮ଟା ୫୦ ମିନିଟରେ ଥିଲା ଶୁଭ ମୁହୂର୍ତ୍ତ
# ନିର୍ଦ୍ଧାରିତ ସମୟ ସକାଳ ୧୦ଟା ୫ ମିନିଟ୍‌ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନୂତନ ଶସ୍ୟରେ ପ୍ରସ୍ତୁତ ନବାନ୍ନ
# ଭୁବନେଶ୍ୱରରେ ସୋମବାର ରାତିରେ ବର୍ଷା ପାଣିରେ ୩ ଯୁବକ ଭାସିଯାଇଥିବା ସନ୍ଦେହ କରାଯାଉଛି
# ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା – ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଢେଙ୍କାନାଳ, ମୟୂରଭଞ୍ଜ, ଦେବଗଡ଼, ସୋନପୁର, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
# ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ପ୍ରଶ୍ନ ଉଠାଇଲେ ବିରୋଧୀ
# ନାଲକୋନଗର ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ବିଳମ୍ବିତ ରାତିରେ ଦୁର୍ଘଟଣା, ଜଣେ କର୍ମଚାରୀ ଗୁରୁତର
# ସୀମାନ୍ତ ଛତିଶଗଡରେ ସୁରକ୍ଷା କର୍ମୀଙ୍କ ପାଇଁ ଖୋଳିଥିବା ଗାତରେ ଫସିଲେ ନକ୍ସଲ, ସାଥୀ ନକ୍ସଲ ଛାଡ଼ି ଚାଲିଗଲେ କିନ୍ତୁ ମାନବିକତା ଦେଖାଇ ହସ୍ପିଟାଲରେ ଭର୍ତ୍ତି କଲେ ସୁରକ୍ଷା କର୍ମୀ
# ୧୨ ବର୍ଷ ଜେଲ୍‌ଦଣ୍ଡ ଭୋଗି ମୁକୁଳିବା ପରେ ୪ ଜଣ ବାଂଲାଦେଶୀ ଆଜି ନିଜ ଦେଶକୁ ଫେରିବେ
# ରାଜ୍ୟ ସରକାର ଚାଷୀ ତାଲିକା ଦେଉନଥିବା କହିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର
# ଆରଡ଼ି ବାବା ଆଖଣ୍ତଳମଣିଙ୍କ ମନ୍ଦିରରେ ଜଣେ ସେବାୟତଙ୍କୁ ମାଡ଼ ମାରିବା ଘଟଣାରେ, ଅଭିଯୁକ୍ତ ପୁଲିସ୍‌ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି
# ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନର ୬ ଦିନ ଭିତରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ କଲା ପ୍ରଶାସନ
# ଜଗା ବଳିଆଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨୫ ଲକ୍ଷ ଟଙ୍କା – ଦିଲ୍ଲୀ ଏମ୍ସ
# ଜଗା ବଳିଆଙ୍କୁ ଓଡିଶା ଆଣିବା ପାଇଁ ଦିଲ୍ଲୀ ଯିବେ ୨ ଜଣ ଡାକ୍ତର
# ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା, ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ
# ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗାଁରେ କଳହ – ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
# ଶ୍ରୀମନ୍ଦିର ୭୫ ମିଟର ପରିଧି ଭିତରେ ପୁଣି ଚାଲିବ ଉଚ୍ଛେଦ ଅଭିଯାନ, ଆଜି ବଡ଼ ଆଖଡ଼ା ମଠ ପାଳି
# ଭୁବନେଶ୍ୱର ଖାରବେଳ ଭବନରେ ଆଡଭୋକେଟ ଜେନେରାଲ(ଏଜି)ଙ୍କ ଅଫିସ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
# ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା – ରାଜ୍ୟରେ ୧୦ ଲକ୍ଷ ୭୯ ହଜାର ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ଯୋଜନାରୁ ବାଦ୍‌

- Advertisement -

ଜାତୀୟ
# ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର, ପଠାନକୋଟ ଏୟାର ବେସରେ ପ୍ରସ୍ତୁତ
# ନବୀ ମୁମ୍ବାଇ ଉଡ଼ଣରେ ଏଲପିଜି ପ୍ଲାଣ୍ଟରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ – ୫ କର୍ମଚାରୀ ମୃତ, ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଓଏନଜିସି ସାମିଲ
# ପି. ଚିଦାମ୍ୱରମ୍ ଏବଂ କାର୍ତ୍ତୀ ଚିଦାମ୍ୱରମଙ୍କ ଜାମିନ ରଦ୍ଦ କରିବା ପାଇଁ ଇଡି ଓ ସିବିଆଇ ପକ୍ଷରୁ ଦିଲ୍ଲୀର ରାଓ୍ୱଜ୍ ଏଭେନ୍ୟୁ କୋର୍ଟରେ ଆବେଦନ
# ପାକିସ୍ତାନ ଖୋଲାଖୋଲି ଆତଙ୍କବାଦର ବ୍ୟବହାର କରୁଛି – ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
# ଉତ୍ତର ପ୍ରଦେଶର ମିର୍ଜାପୁରସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ଣ ଭୋଜନରେ ରୁଟି ସହ ଲୁଣ ଖାଉଥିବା ଖବର ପରିବେଷଣ କରିଥିବା ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜ୍ଜୁ କଲେ ଯୋଗୀ ସରକାର
# ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଆଶିଷ ଦତ୍ତ, ଖ୍ୟାତନାମା ବୈଜ୍ଞାନିକ ଆର୍‌. ରାଜାରମଣ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ଜଣ ପୂର୍ବତନ ପ୍ରଫେସରଙ୍କ କାର୍ଯ୍ୟର ସମୀକ୍ଷା ଲାଗି ସେମାନଙ୍କୁ ପ୍ରଶାସନ ମାଗିଲା ସିଭି
# ଉତ୍ତରପ୍ରଦେଶ ଶାହ୍‌ଜାହାନ୍‌ପୁରରେ ଆଇନ ଛାତ୍ରୀ ନିଖୋଜ ଓ ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ସମ୍ପୃକ୍ତି ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
# ଆସାମର ଜୋର୍‌ହାଟରେ ହିଂସା – ଜଣେ ଡାକ୍ତରଙ୍କୁ ପିଟି ପିଟି ହତ୍ୟା କଲେ ଉତ୍ତ୍ୟକ୍ତ ଲୋକେ
# ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଆନ୍ତର୍ଜାତିକ
# ନରମୁଛି ପାକିସ୍ତାନ, ପ୍ରଥମେ ପରମାଣୁ ଆକ୍ରମଣ କରିବେ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ ଇମରାନ ଖାନ
# ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି ପାକିସ୍ତାନ ସେନା, ପୁଲିସ୍‌ ଏବଂ ସରକାର
# ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଏବେ ପିଓକେରେ ଲସ୍କର ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି ପାକିସ୍ତାନ
# ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଡୋରିଆନ, ଉତ୍ତର ବାହାମସରେ ଛୁଇଁବ ସ୍ଥଳ ଭାଗ – ଆମେରିକାର ପ୍ରାୟ ୬ଶହ ବିମାନ ଉଡାଣ ବାତିଲ

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories