ସମାଜ ଡିଜିଟାଲ ଡେସ୍କ: ମାଓ ମୁକ୍ତ ଅଭିଯାନରେ ପୁଲିସକୁ ଆଉ ଏକ ସଫଳତା ମିଳିଛି । କୁଖ୍ୟାତ ମାଓବାଦୀ ସୁନୀଲ ଗଞ୍ଜୁ ଗିରଫ ହୋଇଛି । ସୁନ୍ଦରଗଡ ଜିଲା ବରକା ଥାନା ଜୋରାକଟ ଗାଁରୁ ସୁନୀଲକୁ ଗିରଫ କରିଛି ହଜାରିବାଗ ପୁଲିସ । ଭାକପା ମାଓ ସଂଗଠନର ପୂର୍ବ ଜୋନାଲ କମାଣ୍ଡର ଥିଲା ସୁନୀଲ ଗଞ୍ଜୁ । ସୁନୀଲ ନାଁରେ ଝାଡଖଣ୍ଡର ବିଭିନ୍ନ ଥାନାରେ ୫୪ଟି ମାମଲା ରହିଛି ।
Popular Categories



