www.samajalive.in
Saturday, December 6, 2025
14.1 C
Bhubaneswar

ବୌଦ୍ଧ, କନ୍ଧମାଳ ବନଖଣ୍ଡ ବିଭାଗର ସମ୍ମନ୍ୱୟ ବୈଠକ

ହରଭଙ୍ଗା : ବୌଦ୍ଧ ଏବଂ କନ୍ଧମାଳ ବନଖଣ୍ଡ ପକ୍ଷରୁ ବୁଧବାର ଚାରିଛକ ବନବିଶ୍ରାମଗାରରେ ଏକସମ୍ମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଇ ବନଖଣ୍ଡ ଡ଼ିଏଫଓଙ୍କ ସହିତ ସମସ୍ତ ଏସିଏଫ,ରେଞ୍ଜ ଅଫିସର, ଫରେଷ୍ଟର ଯୋଗଦାନ କରିଥିଲେ । ବିଶେଷକରି ବେଆଇନ କାଠ, ଜଙ୍ଗଲ ଦ୍ରବ୍ୟ ଏପରିକି ବନ୍ୟଜନ୍ତୁ ଶିକାର ସହିତ ବନ୍ୟପ୍ରାଣୀ ଚୋରାଚାଲାଣ ସୀମାପାର ସୁରକ୍ଷା ଉପରେ ଦୁଇ ବନଖଣ୍ଡ ବିଭାଗର ସମ୍ମନ୍ୱୟରେ କିଭଳି ବନ୍ୟପ୍ରାଣୀ, ଜଙ୍ଗଲ ସୁରକ୍ଷା ହୋଇପାରିବ ସେ ଦିଗରେ ପୁଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, କନ୍ଧମାଳ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲଙ୍କ ସହିତ ସମସ୍ତ ଏସିଏଫ, ରେଞ୍ଜ ଅଫିସର, ଫରେଷ୍ଟର ଯୋଗଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories