ହରଭଙ୍ଗା : ହରଭଙ୍ଗା ବ୍ଲକର ଚାରିଛକ,ପୁରୁଣାକଟକ ଭଳି ଦୁଇ ପ୍ରମୁଖ ବଜାରରେ ଥିବା ସରକାରୀ କାର୍ଯ୍ୟାଳୟ ବିଦ୍ୟୁତ ଖୁଣ୍ଟ ,ଦୋକାନ ଗୁଡିକରେ ବେଆଇନ ଭାବରେ ଲାଗିଥିବା ହୋର୍ଡିଂ ସବୁ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର,ଅତିରିକ୍ତ ତହସିଲଦାର ହରିଓମ ଭୋଇ ପ୍ରମୁଖଙ୍କ ନିର୍ଦ୍ଦେଶରେ ପୁରୁଣାକଟକ ପୁଲିସ ଉପସ୍ଥିତିରେ ହଟାଯାଇଛି।
Popular Categories



