www.samajalive.in
Saturday, December 6, 2025
23.1 C
Bhubaneswar

ବୃଦ୍ଧି ପାଉଛି ବିଦ୍ୟୁତ୍ ଟ୍ରାନସଫର୍ମର ଚୋରି

ହରଭଙ୍ଗା : ହରଭଙ୍ଗା ବ୍ଲକ ଅର୍ନ୍ତଗତ ଧଳପୁର ଅଂଚଳରେ ଦିନକୁ ଦିନ ବିଦ୍ୟୁତ୍ ଟ୍ରାନସଫର୍ମର ଚୋରି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଦୁଇଦିନ ତଳେ ସଦଲଗଣ୍ଡା ବିଦ୍ୟୁତ୍ ଟ୍ରାନସଫର୍ମର ଚୋରି ଘଟଣାର କିଛି ଘଂଟା ନପୂରୁୁଣୁ ପୁର୍ନବାର ଧଳପୁର ପଂଚାୟତର ଦୁର୍ଗାପୁର ଗ୍ରାମର ଏକ ବିଦ୍ୟୁତ୍ ଟ୍ରାନସଫର୍ମର ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଟ୍ରାନସଫର୍ମର ଚୋରି ଯୋଗୁଁ ଉପୋଭୋକ୍ତା ଅନ୍ଧାରରେ ରହିଥିବା ଜଣାପଡିଛି। ଏ ଦିଗରେ ପୁଲିସ ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories