www.samajalive.in
Wednesday, December 10, 2025
14.1 C
Bhubaneswar

ପୃଥକ ପୃଥକ ସ୍ଥାନରେ ୨ଟି ଚୋରି, ୩ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନାର ପଥରକଟା ଓ ରାଧାକିଶୋରପୁରର ୨ଟି ସ୍ଥାନରେ ଚୋରି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି ହାଜାତ ଚାଲାଣ କରିଥିବାବେଳେ ସେମାନଙ୍କ ଠାରୁ ନଗଦ ଟଙ୍କା, ମୋବାଇଲ ଫୋନ ଓ ଚୋରିରେ ବ୍ୟବହୃତ ଏକ ରଡକୁ ଜବତ କରିଛି।

୧ ତାରିଖ ଦିନ ରାଧାକିଶୋରପୁର ଅନୁସୂଚିତ ଜାତି ସାହିର ବିଜୟ କୁମାର ଦଳାଇଙ୍କ ଘରୁ ଦୁର୍ବୁତ୍ତମାନେ ଟଙ୍କା ଓ ସାର୍ଟିଫିକେଟ ଚୋରି କରିନେଇଥିବା ବେଳେ ଗତକାଲି ରାତିରେ ପଥରକଟା ଗ୍ରାମର ସରସ୍ୱତୀ ଦେବୀ କାନୁଡିଆଙ୍କ ତେଜରାତି ଦୋକାନରୁ ଟଙ୍କା, ସଉଦା ସାମଗ୍ରୀ ଓ ଏକ ମୋବାଇଲ ଫୋନ ଚୋରି କରିନେଇଥିଲେ।

- Advertisement -

ଏହି ମାମଲାରେ ପୁଲିସ ତଦନ୍ତ କରି ସେବାଶିଷ ଦାସ (୨୭) ,ମନୋଜ କୁମାର ବସ୍ତିଆ(୨୭) ଓ ଗଣେଶ୍ୱର ବେହେରା ଅଭିଯୁକ୍ତଙ୍କୁ ଗିରଫ କରି ହାଜତ ଚାଲାଣ କରିଛି। ସମସ୍ତ ଙ୍କ ଘର ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories