ଆଳି : ୨ଟି ଗ୍ୟାସ୍ ଟାଙ୍କି ଫାଟି ୨ ଆଜବେଷ୍ଟସ ଘର ଜଳିଯାଇଛି । ଆଳି ଥାନା ନାଟରା ଗାଁରେ ଘଟିଛି ଏମିତି ଦୁର୍ଘଟଣା । ଚା’ କରିବାବେଳେ ଗ୍ୟାସ୍ ଟାଙ୍କି ଫାଟିବାରୁ ଘର ଜଳିଯାଇଛି । ତେବେ ପରିବାର ଲୋକେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!