www.samajalive.in
Sunday, December 14, 2025
26.1 C
Bhubaneswar

ସେନା କର୍ମଚାରୀଙ୍କୁ ପେନସନ, ହଟିଲା ୭ ବର୍ଷ ସେବା ଆବଶ୍ୟକତା

ପ୍ରତିରକ୍ଷା ବାହିନୀର କର୍ମଚାରୀଙ୍କ ପେନସନ ପ୍ରସଙ୍ଗରେ ସରକାର ସୋମବାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ଦ୍ଧିତ ପରିବାର ପେନସନ ପାଇଁ ସର୍ବନିମ୍ନ ଯୋଗ୍ୟତା ସେବାର ଆବଶ୍ୟକତାକୁ ୨୦୧୯ ମସିହା ଅକ୍ଟୋବର ୧ଠାରୁ ପିଛିଲା ଭାବେ ହଟାଇ ଦିଆଯାଇଛି। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରତିରକ୍ଷା କର୍ମଚାରୀଙ୍କ ପରିବାର ପେନସନ ପାଇଁ ପୂର୍ବରୁ ୭ ବର୍ଷର ନିରନ୍ତର ସେବା ଆବଶ୍ୟକତା ରହିଥିଲା କିନ୍ତୁ ତାହାକୁ ୨୦୧୯ ଅକ୍ଟୋବର ୧ରୁ ହଟାଇ ଦିଆଯାଇଛି। ଅନ୍ୟ ପକ୍ଷରେ ପ୍ରତିରକ୍ଷା ବାହିନୀର ଯେଉଁ କର୍ମଚାରୀ ୭ ବର୍ଷ ନିରନ୍ତର ସେବା ସମାପ୍ତ ନକରି ୨୦୧୯ ଅକ୍ଟୋବର ୧ ପୂର୍ବରୁ ଦଶ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାର ମଧ୍ୟ ବର୍ଦ୍ଧିତ ହାରରେ ପରିବାର ପେନସନ ପାଇବାକୁ ଯୋଗ୍ୟ ହେବେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories