ଦେଶର ଟଙ୍କାରେ ସବୁଠାରୁ ସୁନ୍ଦର ଦସ୍ତଖତ କାହାର, ଜାଣନ୍ତୁ..

ନୂଆଦିଲ୍ଲୀ : ହିଲଟନ୍ ୟଙ୍ଗ କମିଶନଙ୍କ ପ୍ରସ୍ତାବ କ୍ରମେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିନିୟମ, ୧୯୩୪ ଅନୁଯାୟୀ ବ୍ୟାଙ୍କ ୧ ଏପ୍ରିଲ ୧୯୩୫ରେ ପ୍ରତିଷ୍ଠିତ ହୋଇଥିଲା। ଏହାର ମୁଖ୍ୟାଳୟ ପୂର୍ବରୁ କଲକାତାରେ ଥିଲା, ଯାହା ୧୯୩୭ରେ ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇଥିଲା। ଆରବିଆଇର ମୂଳ ଉଦ୍ଦେଶ୍ୟ ଥିଲା ଭାରତର ମୁଦ୍ରା ପରିଚାଳନା, ସରକାରୀ ଋଣ ପରିଚାଳନା ଏବଂ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବା। ୧ ଜାନୁୟାରୀ ୧୯୪୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାତୀୟକରଣ ହେଲା ଏବଂ ଏହା ସମ୍ପୂର୍ଣ୍ଣ ରୂପେ ଭାରତ ସରକାରଙ୍କ ଅଧୀନରେ ଆସିଲା।
ଆଜି ଆରବିଆଇ ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ଏହା କେବଳ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରେ ନାହିଁ, ବରଂ ଡିଜିଟାଲ୍ ପେମେଣ୍ଟ, ଡାଟା ସୁରକ୍ଷା ଏବଂ ଦେଶର ଅର୍ଥନୈତିକ ନୀତିରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ଦେଇଥାଏ। ଜାଣନ୍ତୁ ଏହାର ଗଭର୍ଣ୍ଣରଙ୍କ ଦସ୍ତଖତ ବିଷୟରେ..

ଶକ୍ତିକାନ୍ତ ଦାସ (୨୦୧୮–୨୦୨୪)

ଉର୍ଜିତ ପଟେଲ (୨୦୧୬–୨୦୧୮)

ରଘୁରାମ ରାଜନ (୨୦୧୩–୨୦୧୬)

ଡି. ସୁବାରାଓ

ୱାଇ.ଭି ରେଡ୍ଡୀ

ବିମଲ ଜାଲାନ (୧୯୯୭–୨୦୦୩)

ସି. ରଙ୍ଗରାଜନ୍ (୧୯୯୨–୧୯୯୭)

ଆର ଏନ ମଲହୋତ୍ରା (୧୯୯୦–୧୯୯୨)

ମନମୋହନ ସିଂ (୧୯୮୨–୧୯୮୫)

ଏନ ସି ସେନ ଗୁପ୍ତା

ପି ସି ଭଟ୍ଟଚାର୍ଯ୍ୟ

 

 

Comments are closed.