www.samajalive.in
Friday, December 12, 2025
26.1 C
Bhubaneswar

ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନାରେ ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଗୋପାଳପୁର: ଡୁରା ସ୍ଥିତ ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ରେ ୩ ଦିନିଆ ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଆୟୋଜିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ରବିନାରାୟଣ ବେହେରା ଓ ସମ୍ମାନିତ ଅତିଥି ଭାବେ ପୂବର୍ତନ ଅଧ୍ୟକ୍ଷ ଡ଼ଃ ବନମାଳୀ ପାଣିଗ୍ରାହୀ ଯୋଗଦାନ କରିଥିଲେ।
ଅଧ୍ୟକ୍ଷ ବିଧୁଭୂଷଣ ନାୟକ ପୌରାହିତ୍ୟ କରିଥିବା ବେଳେ, ନୋଡାଲ ଅଫିସର ପ୍ରଶାନ୍ତ କୁମାର ପାତ୍ର ଆୟୋଜିତ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ।. ସାଂସୃତିକ ସମିତି ର ମୁଖ୍ୟ  ଶର୍ମିଲା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  ପ୍ରାରମ୍ଭ ରେ ରାମହରୀ ମହାରଣା ଓ ଅନ୍ୟ ମାନଙ୍କ ଦ୍ୱାରା ବାଦ୍ୟଯନ୍ତ୍ର ମାଧ୍ୟମରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରା ଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଗଗନ ବିହାରୀ ପୁରୋହିତ, ସ୍ୱାଗତ ଭାଷଣ ଦେଇଥିବା ବେଳେ, ଡ଼ଃ ସୁଦର୍ଶନ ସାହୁ ଧନ୍ୟବାଦ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ସୁଷୁମl ସାହୁ, ଡ଼ଃ ରତ୍ନପ୍ରଭା ସାହୁ, ଡ଼ଃ ସନ୍ତୋଷ ସାହୁ ମୌସମୀ ପାତ୍ର, ଜଗନ୍ନାଥ ସାହୁ, ନନ୍ଦନ ଛାତ୍ର ପ୍ରତିନିଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories