www.samajalive.in
Tuesday, December 9, 2025
15.1 C
Bhubaneswar

ଏତେ ଟଙ୍କା କମିଲା ସୁନା ଦାମ୍, ରୂପା ମଧ୍ୟ ଖସିଲା

ନୂଆଦିଲ୍ଲୀ : ବୁଧବାର ସୁନା-ରୂପା ଦାମ୍ ହ୍ରାସ ପାଇଛି । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୪୩୦ ଟଙ୍କା ହ୍ରାସ ପାଇ ୭୮,୧୩୬ ଟଙ୍କାକୁ ଖସିଆସିଛି । ମଙ୍ଗଳବାର ଏହାର ଦାମ୍ ୭୮,୫୬୬ ଟଙ୍କା ଥିଲା । ସେହିଭଳି ରୂପା ଦାମ୍ ୧୩୬୦ ଟଙ୍କା ଖସି ୯୨,୯୦୧ ଟଙ୍କା ପ୍ରତି କିଲୋ ରହିଛି । ପୂର୍ବରୁ ରୂପା ଦାମ୍ ୯୪,୨୬୧ ଟଙ୍କା ରହିଥିଲା । ୨୩ ଅକ୍ଟୋବରରେ ରୂପା ୯୯,୧୫୧ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ସେହିଭଳି ୩୦ ଅକ୍ଟୋବରରେ କାରବାର ସମୟରେ ସୁନା ୭୯,୬୮୧ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories