ଭୁବନେଶ୍ୱର : ନିୟମିତ ବଢୁଛି ସୁନା ଦାମ୍। ଗତକାଲି ଭଳି ଆଜି ମଧ୍ୟ ବଢିଛି ସୁନା ଦର । ଅଗଷ୍ଟ ୨୮ ଅର୍ଥାତ୍ ଗୁରୁବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୨,୬୦୦ ଟଙ୍କା ରହିଛି। ଗତକାଲି ୧,୦୨,୪୪୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୪,୦୫୦ ଟଙ୍କା ରହିଛି । ଗତକାଲି ୯୩,୯୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ବୃଦ୍ଧି ହୋଇଛି ।
୩୦ ଅଗଷ୍ଟରେ ବୁଦ୍ଧାଦିତ୍ୟ ରାଜଯୋଗ ; ଏହି ରାଶିଙ୍କୁ ବ୍ୟବସାୟରେ ମିଳିବ ବଡ ଲାଭ, ଖାଲି ମିଳିବ ସଫଳତା..
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୬,୯୫୦ ଟଙ୍କା ରହିଛି । ଗତକାଲି ୭୬,୮୩୦ ଟଙ୍କା ଥିଲା । ଏଥିରେ ୧୨୦ ଟଙ୍କା ବୃଦ୍ଧି ହୋଇଛି ।
ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୩,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୩,୦୦୦ ଟଙ୍କା ଥିଲା ।
ଦେଶର ସବୁଠାରୁ ଧନୀ ଗଣେଶ : କେଜି କେଜି ସୁନା, ରୁପାରେ ହୁଏ ପ୍ରଭୁଙ୍କ ସାଜସଜ୍ଜା..
ବଡ ଭେଟି.. ମାଗଣାରେ ମିଳିବ ନିଟ୍ ଓ ଜେଇଇ ପାଇଁ କୋଚିଂ, ସରକାର ନେଲେ ବଡ ପଦକ୍ଷେପ



