ବଡ ଭେଟି.. ମାଗଣାରେ ମିଳିବ ନିଟ୍‌ ଓ ଜେଇଇ ପାଇଁ କୋଚିଂ, ସରକାର ନେଲେ ବଡ ପଦକ୍ଷେପ

ରାୟପୁର : ଛତିଶଗଡ ସରକାର ନିଟ୍‌ ଓ ଜେଇଇ ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ବଡ ଭେଟି ଦେଇଛନ୍ତି। ଏମାନଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ। ଛତିଶଗଡ ସରକାରଙ୍କ ଅନୁସାରେ ଏହି କୋଚିଂରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ। ସହରରେ ୬୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପାଇଁ ଚୟନ କରାଯିବ। ଏଥିରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ରହିବେ। ମିଳିଥିବା ସୂଚନାନୁଯାୟୀ, ରାଜନନ୍ଦଗାଓଁ ଜିଲା ପ୍ରଶାସନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଏକାଦଶ … Continue reading ବଡ ଭେଟି.. ମାଗଣାରେ ମିଳିବ ନିଟ୍‌ ଓ ଜେଇଇ ପାଇଁ କୋଚିଂ, ସରକାର ନେଲେ ବଡ ପଦକ୍ଷେପ