ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ଜୁନ୍ ୧୭ ଅର୍ଥାତ୍ ମଙ୍ଗଳବାର କମିଛି ସୁନା ଦର । ଲକ୍ଷେ ଟଙ୍କା ପାର୍ ହେବା ପରେ ସୁନା ଦରରେ ୧,୧୪୦ ଟଙ୍କା ହ୍ରାସ ହୋଇଛି ।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୧,୦୦,୩୭୦ ଟଙ୍କା ରହିଛି । ଗତକାଲି ଏହା ୧,୦୧,୫୧୦ ଟଙ୍କା ଥିଲା । ଏଥିରେ ୧,୧୪୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୨,୦୦୦ ଟଙ୍କା ରହିଛି । ଗତକାଲି ଏହା ୯୩,୦୫୦ ଟଙ୍କା ଥିଲା । ଏଥିରେ ୧,୦୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୫,୨୮୦ ଟଙ୍କା ରହିଛି । ଗତକାଲି ୭୬,୧୪୦ ଟଙ୍କା ଥିଲା । ଏଥିରେ ୮୬୦ ଟଙ୍କା ହ୍ରାସ ହୋଇଛି ।
ରୁପା ଦାମ୍ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୦୦୦ ଟଙ୍କା ରହିଛି । ଗତକାଲି ୧୧,୯୯୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ବୃଦ୍ଧି ହୋଇଛି ।



