ଭୁବନେଶ୍ୱର : ପୁଣି ଗ୍ରାହକଙ୍କୁ ମିଳିଛି ଝଟକା । ମେ’ ୩୦ ଅର୍ଥାତ୍ ଶୁକ୍ରବାର ବଢିଛି ସୁନା ଦର ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୩୧୦ ଟଙ୍କା ରହିଛି । ଗତକାଲି ଏହା ୯୭,୦୪୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୯,୨୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୯୫୦ ଥିଲା । ଏଥିରେ ୨୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୨,୯୯୦ ଟଙ୍କା ରହିଛି । ଗତକାଲି ଏହା ୭୨,୭୮୦ ଥିଲା । ଏଥିରେ ୨୧୦ ଟଙ୍କା ବୃଦ୍ଧି ହୋଇଛି ।
ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୦୯୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୧,୦୯୦ ଟଙ୍କା ଥିଲା ।
ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍, ରହିବନି ଚିନ୍ତା..



