ଭୁବନେଶ୍ୱର : ଚିନ୍ତା ବଢାଇଲା ସୁନା ଦାମ୍ । ୨୩ ସେପ୍ଟେମ୍ବର ଅର୍ଥାତ୍ ମଙ୍ଗଳବାର ପୁଣି ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୪,୩୩୦ ଟଙ୍କା ରହିଛି । ଗତକାଲି ୧,୧୩,୦୭୦ ଟଙ୍କା ଥିଲା । ଏଥିରେ ୧,୨୬୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୪,୮୦୦ ଟଙ୍କା ରହିଛି । ଗତକାଲି ୧,୦୩,୬୫୦ ଟଙ୍କା ଥିଲା । ଏଥିରେ ୧,୧୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୫,୭୫୦ ଟଙ୍କା ରହିଛି। ଗତକାଲି ୮୪,୮୧୦ ଟଙ୍କା ରହିଛି। ଏଥିରେ ୯୪୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୪,୯୦୦ ଟଙ୍କା ରହିଛି । ଗତକାଲି ୧୪,୮୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି।
କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର: ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ..



