କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର: ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କ ଚଳନର ବିଶେଷ ପ୍ରଭାବ ରହିଛି । ଶୁକ୍ର ସୌନ୍ଦର୍ଯ୍ୟ, କଳା, ପ୍ରେମ, ଆକର୍ଷଣ, ଭୌତିକୁ ସୁଖ, ବିବାହ, ଦାମ୍ପତ୍ୟ ଜୀବନ, ଧନ-ବୈଭବ, ଆଭୂଷଣର କାରକ ବୋଲି କୁହାଯାଏ । ୯ ଅକ୍ଟୋବରରେ ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତିି ବିଶେଷ ଭାଗ୍ୟବାନ୍‌ ହେବେ । ଜାଣନ୍ତୁ.. ମେଷ- କର୍ମକ୍ଷେତ୍ରରେ ଜବରଦସ୍ତ ଲାଭ ମିଳିବ । ଆୟରେ … Continue reading କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର: ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ..