www.samajalive.in
Friday, December 5, 2025
23.1 C
Bhubaneswar

ପୁଣି ବଢିଲା ସୁନା ରୂପା ଦର: ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପୁଣି ବଢିଲା ସୁନା ଦର। ପ୍ରଥମ ଥର ପାଇଁ ୭୦ହଜାରରୁ ଅଧିକ ଦର ଅତିକ୍ରମ କରିଛି ସୁନା। ସେହିପରି ରୂପା ମୂଲ୍ୟ ୮୧ହଜାରରୁ ଅଧିକ ହୋଇଛି। ବର୍ତ୍ତମାନ ବଜାରରେ ୨୨କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪ହଜାର ୭୭୨ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୭୦,୬୬୦ଟଙ୍କାରେ ପହଞ୍ଚିଛି। ରୂପା ମୂଲ୍ୟରେ ଅହେତୁକ ବୃଦ୍ଧି ହେତୁ ଏହା କିଲୋଗ୍ରାମ ପିଛା ୮୧ହଜାର ୧୩୦ ଟଙ୍କା ହୋଇଛି। ଏହି ସପ୍ତାହରେ ସମସ୍ତ ଧାତୁର ମୂଲ୍ୟ ବୃଦ୍ଧି ଘଟିଛି। ଗତ ସପ୍ତାହରେ ସୁନା ମୂଲ୍ୟ ୨୪୪୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ମୂଲ୍ୟ ୫ହଜାର ୮୬୦ଟଙ୍କା ବୃଦ୍ଧି ପାଇଥିଲା।

ଆପଣଙ୍କ ରାଶିରେ ଶନିଦଶା ପଡିଛି କି? କରନ୍ତୁ ଏମିତି ପୂଜା

- Advertisement -

ରାଜଧାନୀ ଦିଲ୍ଲୀରେ ଆଜି ୨୨କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪ହଜାର ୫୪୩ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୭୦ହଜାର ୪୧୦ଟଙ୍କା ହୋଇଛି। ଦିଲ୍ଲୀରେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୮୦ହଜାର ୮୫୦ ଟଙ୍କା ରହିଛି। ମୁମ୍ବଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୦ହଜାର ୫୩୦ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍‌‌ ୬୪ହଜାର ୬୫୩ଟଙ୍କା ରହିଛି। ସେହିପରି ଏଠାରେ ରୂପା କିଲୋଗ୍ରାମ ପ୍ରତି ୮୦ହଜାର ୯୯୦ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ୨୪ କ୍ୟାରେଟ ୭୦ହଜାର ୪୪୦ ରହିଥିବା ବେଳେ ୨୨ କ୍ୟାରେଟ ୬୪ହଜାର ୫୭୦ଟଙ୍କାକୁ ବୃଦ୍ଧି ପାଇଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories