ଆପଣଙ୍କ ରାଶିରେ ଶନିଦଶା ପଡିଛି କି? କରନ୍ତୁ ଏମିତି ପୂଜା

ସମାଜ ଡିଜିଟାଲ ଡେସ୍କ: ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବ କର୍ମ ଓ କାର୍ଯ୍ୟ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ରାଶିରେ ଶନିଦଶା ପଡିଛି ତେବେ କିଭଳି ପୂଜାର୍ଚ୍ଚନା କରି ଶନିଦେବଙ୍କୁ ସନ୍ତୁଷ୍ଟ କରିବେ ଚାଲନ୍ତୁ ଜାଣିବା। ଆପଣଙ୍କ ରାଶିରେ ଶନିଙ୍କୁ ଶକ୍ତିଶାଳୀ କରିବା ପାଇଁ ଶନିବାର ଦିନ କଳା ରଙ୍ଗର ଜିନିଷ ଦାନ କରନ୍ତୁ। ଯେପରିକି କଳା ରଙ୍ଗର ପୋଷାକ, କଳା ରଙ୍ଗର ମିଠା ଜାତୀୟ ଖାଦ୍ୟ ପଦାର୍ଥ, କଳା ତେଲ, ଲୁହା … Continue reading ଆପଣଙ୍କ ରାଶିରେ ଶନିଦଶା ପଡିଛି କି? କରନ୍ତୁ ଏମିତି ପୂଜା