www.samajalive.in
Monday, December 15, 2025
26.1 C
Bhubaneswar

ସୁନା ଦାମ୍ ୧.୨୬ ଲକ୍ଷ ଛୁଇଁଲା

ନୂଆଦିଲ୍ଲୀ: ବୁଧବାର ସୁନା ନିଜ ଦାମର ସର୍ବୋଚ୍ଚ ସ୍ତର ଛୁଇଁଛି। ୧୦ ଗ୍ରାମ ପିଛା ୨୬୦୦ ଟଙ୍କା ବୃଦ୍ଧି ପାଇ ସୁନା ୧,୨୬,୬୦୦ ଟଙ୍କା ହୋଇଛି। ଗତ ୩ ଦିନ ମଧ୍ୟରେ ସୁନା ଦାମ୍ ୬ ହଜାର ଟଙ୍କା ବୃଦ୍ଧି ପାଇଛି। ସରୋଫା ସଂଘର ସୂଚନା ଅନୁସାରେ ମଙ୍ଗଳବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୧,୨୪,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା। ବୁଧବାର ୯୯.୫ ପ୍ରତିଶତ ଶୁଦ୍ଧ ସୁନା ୨୬୦୦ ଟଙ୍କା ବୃଦ୍ଧି ପାଇ ସର୍ବୋଚ୍ଚ ଦାମ ୧,୨୬,୬୦୦ରେ ପହଞ୍ଚିଛି। ରୁପା ଦାମ୍ ମଧ୍ୟ କିଲୋ ପିଛା ୩ ହଜାର ଟଙ୍କା ବୃଦ୍ଧି ପାଇ ୧,୫୭,୦୦୦ ଛୁଇଁଛି। ମଙ୍ଗଳବାର ରୁପା କିଲୋଗ୍ରାମ ପିଛା ୧,୫୪,୦୦୦ ଟଙ୍କା ଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories