www.samajalive.in
Sunday, December 7, 2025
14.1 C
Bhubaneswar

କମିଲା ସୁନା ; ଜାଣନ୍ତୁ ଆଜି କେତେ ଅଛି ଦାମ୍‌

ଭୁବନେଶ୍ୱର : ପୁଣି କମିଛି ସୁନା ଦାମ୍‌ । ଅଗଷ୍ଟ ୧୩ ଅର୍ଥାତ୍‌ ବୁଧବାର ପୁଣି କମିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୩୫୦ ଟଙ୍କା ରହିଛି । ଗତକାଲି ୧,୦୧,୪୦୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୨,୯୦୦ ଟଙ୍କା ରହିଛି । ଗତକାଲି ୯୨, ୯୫୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ହ୍ରାସ ହୋଇଛି ।

- Advertisement -

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୬,୦୧୦ ଟଙ୍କା ରହିଛି । ଗତକାଲି ୭୬,୦୫୦ ଟଙ୍କା ଥିଲା । ଏଥିରେ ୪୦ ଟଙ୍କା ହ୍ରାସ ହୋଇଛି ।

ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୫୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୫୦୦ ଟଙ୍କା ଥିଲା ।

ଏହି ୫ ରାଶି ପାଇଁ ବଡ ଖୁସି ନେଇ ଆସୁଛି ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ମିଳିବ ଧନ ସହ ଚାକିରି..

ବର୍ବରତାର ସୀମା ପାର୍‌ ; ଶାଶୁକୁ ହତ୍ୟା ପରେ ୧୯ ଖଣ୍ଡ କଲା ଡାକ୍ତର ଜ୍ୱାଇଁ..

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories