www.samajalive.in
Monday, December 15, 2025
26.1 C
Bhubaneswar

କରୋନା ଟୀକାର କ୍ଲିନିକାଲ ଟେଷ୍ଟ ଆରମ୍ଭ କଲା ଜର୍ମାନୀ

ବର୍ଲିନ: ବିଶ୍ବର ପ୍ରଥମ ଦେଶ ଭାବରେ ଜର୍ମାନୀ କରୋନା ଟୀକାର କ୍ଲିନିକାଲ ଟେଷ୍ଟ ଆରମ୍ଭ କରିଛି । ଜର୍ମାନ ସ୍ବାସ୍ଥ୍ୟମନ୍ତ୍ରୀ ଏସ୍.ଜେ.ସ୍ପାହ୍ନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୧୮ରୁ ୫୫ ବର୍ଷ ବୟସର ପ୍ରାୟ ୨୦୦ ଲୋକଙ୍କଠାରେ ଏହାର ପ୍ରୟୋଗ କରାଯାଇଛି ବୋଲି ସେ କହିଛନ୍ତି ।
ବାୟୋନଟେକ୍ ଓ ଫିଜର ମିଳିତ ସହଯୋଗରେ ପ୍ରସ୍ତୁତ ଏହି ଟୀକାର କ୍ଲିନିକାଲ ଟେଷ୍ଟକୁ ଜର୍ମାନୀ ନିୟନ୍ତ୍ରକ ପ୍ରାଧିକରଣ ପଲ ଏହ୍ରଲିଚ୍ ଇନଷ୍ଟିଚ୍ୟୁଟ୍ ଅନୁମତି ପ୍ରଦାନ କରିଛି । ଚୀନ ଓ ଆମେରିକାରେ ଏହାର ପ୍ରୟୋଗ ନିମନ୍ତେ ମଧ୍ୟ ପ୍ରାଧିକରଣ ସବୁଜସଙ୍କେତ ଦେଇଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories