www.samajalive.in
Saturday, December 13, 2025
21.1 C
Bhubaneswar

ସାଇବର୍‍ ଥାନା ପରିଦର୍ଶନ କଲେ ବ୍ରହ୍ମପୁର ଏସପି ପିନାକ ମିଶ୍ର

ଡେସ୍କ: ବ୍ରହ୍ମପୁର ଏସପି ପିନାକ ମିଶ୍ର ଆଜି ସାଇବର୍‍ ଥାନା ପରିଦର୍ଶନ କରିଛନ୍ତି। ୪ ବର୍ଷ ତଳେ ସାଇବର୍‍ ଅପରାଧ ରୋକିବା ପାଇଁ ବ୍ରହ୍ମପୁର ସହରରେ ଏହି ଥାନା ଖୋଲା ଯାଇଥିଲା। ୪ ବର୍ଷ ମଧ୍ୟରେ ସାଇବର ଥାନା ପୁଲିସ ଦେଶ ବିଦେଶରେ ରହି ଠକେଇ କରୁଥିବା ଠକଙ୍କ ଠାରୁ ୯ ଲକ୍ଷ ୫୧ ହଜାର ୪୯୭ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ଏଥି ସହ ସାଇବର ପୁଲିସ ୧୧ଟି ମୋବାଇଲ ଉଦ୍ଧାର କରି ଲୋକମାନଙ୍କୁ ଫେରସ୍ତ କରିଛି। ୬୬ଟି ନକଲି ଆକାଉଂଟକୁ ବନ୍ଦ କରିବା ସହ ୨୦୨ଟି ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories