www.samajalive.in
Saturday, December 6, 2025
15.1 C
Bhubaneswar

ଛାତ୍ରଛାତ୍ରୀ କରନ୍ତୁ ଏହି ଉପାୟ; ଶୀଘ୍ର ପ୍ରସନ୍ନ ହେବେ ଭଗବାନ ଗଣେଶ

ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାର ହେଉଛି ଭଗବାନ ଗଣେଶଙ୍କ ଦିନ। ଏହି ଦିନ ଭଗବାନ ଗଣେଶଙ୍କ ପୂଜା କରିବା ଦ୍ବାରା ବ୍ୟକ୍ତିର କଷ୍ଟ ଦୂର ହୋଇଥାଏ। ଏହା ସହ ଭକ୍ତର ସବୁ ଇଚ୍ଛା ପୂରଣ ହୋଇଥାଏ।

ବର୍ତ୍ତମାନ ପରୀକ୍ଷା ଚାଲୁଥିବାରୁ ଛାତ୍ରଛାତ୍ରମାନେ ମଧ୍ୟ ଗଣେଶ ଭଗବାନଙ୍କୁ ପୂଜା କରିବା ଉଚିତ୍। ଯାହା ଦ୍ବାରା ଛାତ୍ରଛାତୀଙ୍କ ପରୀକ୍ଷା ଉତ୍ତମ ହୋଇଥାଏ।

- Advertisement -

ତେବେ ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାର ସହଜ ଉପାୟ….

ରାଶି ଭୋଗ: ବୁଧବାର ଦିନ ଭଗବାନ ଗଣେଶଙ୍କୁ ରାଶି ବା ଏଥିରେ ପ୍ରସ୍ତୁତ ଲଡ୍ଡୁ ଭୋଗ ଲଗାନ୍ତୁ। ରାଶି ନିଜେ ଖାଆନ୍ତୁ ଏବଂ ଦାନ କରନ୍ତୁ।

ନାଲି ଫୁଲ: ପରିବାର ସୁଖ-ଶାନ୍ତି ପାଇଁ ଦୁଇ ହାତରେ ନାଲି ରଙ୍ଗର ଫୁଲ ନେଇ ଗଣେଶଙ୍କୁ ଅର୍ପଣ କରନ୍ତୁ। ‘ଓଁ ନମଃ ଗଣପତୟେ ନମଃ’ ଜପ କରନ୍ତୁ।

ବୁନ୍ଦି ଲଡ୍ଡୁ: ଭଗବାନ ଗଣେଶଙ୍କୁ ବୁନ୍ଦି ଲଡ୍ଡୁ ଭୋଗ ଲଗାନ୍ତୁ। ଏହି ଭୋଗକୁ ଛୋଟ ଛୋଟ କନ୍ୟାଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।

ରକ୍ଷା ସୂତ୍ର ଓ ଚନ୍ଦନ: ସମସ୍ତ ମନୋସ୍କାମନ ପୂରଣ ପାଇଁ ଭଗବାନ ଗଣେଶଙ୍କୁ ରକ୍ଷା ସୂତ୍ର ଓ ଚନ୍ଦନର ଟିକା ଲଗାନ୍ତୁ। ‘ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ’ ମନ୍ତ୍ର ୧୧ ଥର ଜପ କରନ୍ତୁ।

ହଳଦୀ: ଛାତ୍ରଛାତ୍ରୀମାନେ ଗଣେଶଙ୍କ ପୂଜା ସମୟରେ ଗୋଟା ହଳଦୀ ଖଣ୍ଡକୁ ନେଇ ସେଥିରେ ରକ୍ଷା ସୂତ୍ରରେ ବାନ୍ଧି ପୂଜା ସ୍ଥାନରେ ରଖନ୍ତୁ। ପୂଜା ସରିବା ପରେ ସେହି ହଳଦୀରେ ଅଳ୍ପ ପାଣି ମିଶାଇ ପେଶି ଦିଅନ୍ତୁ। ଛାତ୍ରଛାତ୍ରୀମାନେ ଏହାକୁ ତିଲକ ଭଳି ମୁଣ୍ଡରେ ଲଗାନ୍ତୁ। ଏହି ଦିନ ଛାତ୍ରଛାତ୍ରୀମାନେ ମନ୍ଦିରରେ ରାଶି ଦାନ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories