www.samajalive.in
Sunday, December 14, 2025
23.1 C
Bhubaneswar

ଆଇଏସଆଇ ରଖିଥିଲା ବୋମା ଭର୍ତ୍ତି ବ୍ୟାଗ୍

ନୂଆଦିଲ୍ଲୀ: ଗାଜିପୁର ସୀମାରୁ ବୋମା ଭର୍ତ୍ତି ବ୍ୟାଗ୍‍ ଉଦ୍ଧାର ଘଟଣା । ବୋମା ଭର୍ତ୍ତି ବ୍ୟାଗଟି ଆଇଏସଆଇ ରଖିଥିବା ନେଇ ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରର ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ଘଟଣାରେ ସମ୍ପୃକ୍ତ ଥିବା କିଛି ଏଜେଣ୍ଟ ଆଖପାଖରେ ଥିବା ଅନୁମାନ କରାଯାଉଛି । ଗଣତନ୍ତ୍ର ଦିବସ ପୂର୍ବରୁ ଏପରି ଘଟଣା ଚିନ୍ତାର କାରଣ ପାଲଟିଛି । ସେପଟେ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଏହି ଘଟଣାକୁ ନେଇ ସମସ୍ତେ ଆତଙ୍କରେ ରହିଛନ୍ତି । ତେବେ ଦୁଇ ଦିନ ତଳେ ଦିଲ୍ଲୀ ଗାଜିପୁରର ଫୁଲ ମାର୍କେଟରୁ ଏକ ବ୍ୟାଗ୍ରୁ ଆଇଇଡି ମିଳିଥିଲା। ଏହାକୁ ନିର୍ଷ୍କିୟ କରିବା ସହ ଏନ୍ଏସିଜି ତଦନ୍ତ କରିଥିଲା ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories