www.samajalive.in
Sunday, December 14, 2025
14.1 C
Bhubaneswar

ସୋସିଆଲ ମିଡିଆରେ ରାଜକୁନ୍ଦ୍ରା, ହେଲେ ଆକାଉଣ୍ଟ ପ୍ରାଇଭେଟ୍‍

ମୁମ୍ବାଇ: ସୋସିଆଲ ମିଡିଆକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜକୁନ୍ଦ୍ରା । ବହୁ ବିବାଦ ପରେ ରାଜକୁନ୍ଦ୍ରା ସୋସିଆଲ ମିଡିଆକୁ ଫେରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ତାଙ୍କର ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ରହିଥିଲା । ଯାହା କୁନ୍ଦ୍ରା ଡିଲିଟ୍‍ କରିଦେଇଥିବା ଜଣାପଡ଼ିଥିଲା । ହେଲେ ବର୍ତ୍ତମାନ ନୂଆକରି କୁନ୍ଦ୍ରା ଆଉ ଏକ ଆକାଉଣ୍ଟ ଖୋଲିଥିବା ଦେଖିବାକୁ ମିଳିଛି । ଯେଉଁଥିରେ କୁନ୍ଦ୍ରା ନିଜର ଆକାଉଣ୍ଟକୁ ପ୍ରାଇଭେଟ୍‍ କରିଛନ୍ତି । ତାହା ସହ ମାତ୍ର ଜଣେ ବ୍ୟକ୍ତିଙ୍କୁ ଫଲୋର କରିଛନ୍ତି । ପୂର୍ବରୁ ରାଜକୁନ୍ଦ୍ରାଙ୍କ ନାଁରେ ବହୁ ବିବାଦ ଲାଗିରହିଥିଲା । କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଫସି ଗିରଫ ହୋଇଥିଲେ । ପରେ ତାଙ୍କୁ ଜାମିନ ମିଳିଥିଲା । ନିକଟରେ କୁନ୍ଦ୍ରା ଓ ଶିଳ୍ପାଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଥିରେ ଉଭୟ ଏକ ମନ୍ଦିରରେ ଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories