www.samajalive.in
Saturday, December 6, 2025
26.1 C
Bhubaneswar

ଫେବୃଆରୀ ୯ରୁ ଓଡିଶା ବିଜେପିର ଗାଁକୁ ଚାଲ ଅଭିଯାନ

ଡେସ୍କ: ଫେବୃଆରୀ ୯ରୁ ଓଡିଶା ବିଜେପି ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନରେ ଦଳ ପକ୍ଷରୁ ଲୋକମାନଙ୍କୁ ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜଣାଇବେ। ରାଜ୍ୟ ବିଜେପି ଉପାଧ୍ୟକ୍ଷ ଗୋଲକ ମହାପାତ୍ର କହିଛନ୍ତି, ରାଜ୍ୟରେ ଦଳର ଭୋଟ ହାର ୫୦ ପ୍ରତିଶତରୁ ଅଧିକ କରିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନ କାଳରେ ଦଳୀୟ ନେତାମାନେ ପ୍ରାୟ ୧ କୋଟିରୁ ଅଧିକ ଲୋକଙ୍କ ସହ କଥାବାର୍ତ୍ତା କରିବେ ବୋଲି ସେ କହିଛନ୍ତି।

ଦୁର୍ନୀତି ସୂଚକାଙ୍କରେ ୯୩ତମ ସ୍ଥାନରେ ଭାରତ, ପାକିସ୍ତାନ ୧୩୩

- Advertisement -

ଅଭିଯାନ ସମୟରେ, ଦଳୀୟ ବିଧାୟକ, ସାଂସଦ ଏବଂ ପ୍ରତିନିଧି ମାନେ ଗୋଟିଏ ଗାଁ ପାଇଁ ଗୋଟିଏ ଦିନ ସମୟ ଦେବେ ଓ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇବେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories