ଦୁର୍ନୀତି ସୂଚକାଙ୍କରେ ୯୩ତମ ସ୍ଥାନରେ ଭାରତ, ପାକିସ୍ତାନ ୧୩୩

ଡେସ୍କ: ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁଯାୟୀ, ୨୦୨୩ ଦୁର୍ନୀତି ସୂଚକାଙ୍କରେ ଭାରତ ୧୮୦ଟି ଦେଶ ମଧ୍ୟରୁ ୯୩ତମ ସ୍ଥାନ ଅଧିକାର କରିଛି। ଏହି ସୁଚକାଙ୍କ ଅନୁଯାୟୀ ଶୂନ୍ୟ (୦) ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଓ ୧୦୦ ଅତ୍ୟନ୍ତ ସ୍ଵଛ ଭାବେ ଗ୍ରହଣ କରାଯାଇଛି। ୧୮୦ଟି ଦେଶର ସାଧାରଣ ଲୋକ, ବିଶେଷଜ୍ଞ ଓ ବ୍ୟବସାୟୀମାନଙ୍କୁ ନେଇ ଏହି ସୁଚକାଙ୍କ ପ୍ରସ୍ତୁତ କରାଯାଇଛି। ଅଟା କେଉଁଥିରେ ଚକଟିବେ? ପାଣି ନା କ୍ଷୀରରେ.. ୨୦୨୩ ମସିହାରେ ଭାରତର ମୋଟ ସ୍କୋର ୩୯ ଥିବା … Continue reading ଦୁର୍ନୀତି ସୂଚକାଙ୍କରେ ୯୩ତମ ସ୍ଥାନରେ ଭାରତ, ପାକିସ୍ତାନ ୧୩୩