କେନ୍ଦୁଝର: ଜଳୁଛି ଆକାଶିଆ ଜଙ୍ଗଲ। ଆକାଶିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ପାଟଣା ରେଞ୍ଜ ଖୁଣ୍ଟାପଡ଼ା ହନୁମାନ ଛକ ନିକଟ ଜଙ୍ଗଲ ଜଳୁଛି। ଜଙ୍ଗଲର ଚାରିଆଡ଼େ ନିଆଁ ଲାଗି ଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ବନ ବିଭାଗ କର୍ମଚରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ନିଆଁ କିପରି ଲାଗିଲା ତାହାର କାରଣ ଜଣାପଡ଼ିନାହ। ତେବେ।ଟଣା ରେଞ୍ଜ ଖୁଣ୍ଟାପଡ଼ା ହନୁମାନ ଛକ ନିକଟ ଜଙ୍ଗଲରେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଛି।
କେନ୍ଦୁଝରରେ ଜଳୁଛି ଆକାଶିଆ ଜଙ୍ଗଲ: ନିଆଁ କିପରି ଲାଗିଲା ଜଣାପଡ଼ିନି କାରଣ, ବନ ବିଭାଗର ଖୋଳତାଡ଼ ଜାରି
Popular Categories



