www.samajalive.in
Friday, December 12, 2025
16.1 C
Bhubaneswar

ସୁଗାରଫ୍ରୀ ଯୋଗୁଁ ହାର୍ଟଆଟାକ୍‌! କୃତ୍ରିମ ବା ଆର୍ଟିଫିସିଆଲ୍‌ ସ୍ୱିଟନର୍‌ ଇରିଥ୍ରୀଟୋଲ୍‌ ଯୋଗୁଁ ହେଉଛି ହୃଦଘାତ

ନୂଆଦିଲ୍ଲୀ -ସୁଗାର ଫ୍ରୀ ଆର୍ଟିଫିସିଆଲ୍‌ ସ୍ୱିଟନର୍‌ ଇରିଥ୍ରୀଟୋଲ୍‌, ଆସ୍ପାର୍ଟାମେ ଯୋଗୁଁ ହେଉଛି ହୃଦଘାତ ପରି ସମସ୍ୟା । ଏହାକୁ ଚିନିର ବିକଳ୍ପ ଭାବେ ବ୍ୟବହାର କରାଯାଉଛି । ଲୋ କ୍ୟାଲୋରୀ ସୁଗାରର ବିକଳ୍ପ ଭାବେ ଏହାକୁ ଅନେକ ବ୍ୟବହାର କରୁଛନ୍ତି । ମଧୁମେହ ସହ ସ୍ୱାସ୍ଥ୍ୟ ପ୍ରତି ସଯାଗ ଥିବା ବ୍ୟକ୍ତିମଧ୍ୟ ଏହାକୁ ବ୍ୟବହାର କରନ୍ତି । ଷ୍ଟେଭିଆ ପରି ଉତ୍ପାଦରେ ଏହାକୁ ବ୍ୟବହାର କରାଯାଏ ।

ମଣିଷ ଶରୀରରେ ଏହା ପ୍ରାକୃତିକ ଭାବେ ମିଳେନାହିଁ । ମାତ୍ର ବିଭିନ୍ନ ଗଛ ତଥା ଫଳରେ ଏହା ମହଜୁଦ୍ ଥାଏ । ଏହାକୁ ସଂଗ୍ରହ କରି ଚିନିର ବିକଳ୍ପଭାବେ ଅନେକ ବ୍ୟବହାର କରନ୍ତି । ବିଭିନ୍ନ କମ୍ପାନୀ ମଧ୍ୟ ଏହାକୁ କୃତ୍ରିମ ଚିନି ଭାବେ ବିକ୍ରି କରିଥାଆନ୍ତି ।

- Advertisement -

ମାତ୍ର ଏହା ଯୋଗୁଁ ହୃଦଘାତର ଆଶଙ୍କା ବଢୁଛି । କେବଳ ସେତିକି ନୁହେଁ ଅନେକଙ୍କୁ ହୃଦଘାତ ହେଉଛି ।ପ୍ରତିଦିନ ଏହାକୁ ଚା ସହ ଅନ୍ୟ ଖାଦ୍ୟରେ ବ୍ୟବହାର କଲେ ଶରୀରରେ ଅନେକ ସମସ୍ୟା ଦେଖାଦେବା ସହ ହୃଦଘାତ ହେଉଥିବା କଥା ଏକ ଗବେଷଣାରୁ ଜଣା ପଡିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories