www.samajalive.in
Saturday, December 6, 2025
26.1 C
Bhubaneswar

ଏମିତି ପରଷିଲେ ଭୋଜନ .. ମିଳେ ଶୁଭଫଳ

ଭୋଜନ ପ୍ରସ୍ତୁତି,ପରଷିବା ଓ ଭୋଜନ କରିବାକୁ ନେଇ ଅନେକ ଉପାୟ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏହି ଉପାୟ ଗୁଡିକର ପାଳନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ତେବେ ଜାଣନ୍ତୁ ଭୋଜନ ଥାଳି ପରଷିବାର ସଠିକ୍‌‌ ନିୟମ..

କିଛି ଜଳ ନେଇ ଭୂମି ଉପରେ ପ୍ରଥମେ ଗୋଲ ଆକାରର କରି ଦିଅନ୍ତୁ। ଏହା ଉପରେ ଥାଳି ରଖନ୍ତୁ। କିମ୍ବା ଆସନ ଉପରେ ଥାଳି ରଖନ୍ତୁ।

- Advertisement -

ଥାଳିର ମଧ୍ୟ ଭାଗରେ ଭାତ, ପଲୋଉ, ହାଲୱା ଆଦି ପରଷନ୍ତୁ।

ଥାଳିର ବାମପଟେ ଚୋବାଇ ଖାଉଥିବା ଖାଦ୍ୟ ଜିନିଷ ରଖନ୍ତୁ। ଯେପରି ରୁଟି, ପରଟା ଆଦି।

ଥାଳିର ଉପର ଅଂଶର ମଧ୍ୟ ଭାଗରେ ଲୁଣ ପରଷନ୍ତୁ।

ଲୁଣର ବାମ ପଟେ ଲେମ୍ବୁ, ଆଚାର, ଚଟଣି ଆଦି ରଖନ୍ତୁ।

ଲୁଣର ଡାହାଣ ପଟେ ଦହି, ଘିଅ, କ୍ଷୀରୀ, ଡାଲି, ତରକାରୀ, ସାଲାଡ ଆଦି ରଖନ୍ତୁ।

ଥାଳିରେ କଦାପି ଏକାସହ ୩ଟି ରୁଟି,ପରଟା କିମ୍ବା ପୁରୀ ପରଷନ୍ତୁ ନାହିଁ।

ଥାଳିର ଡାହାଣ ପଟେ ପାଣି ଗ୍ଲାସ ରଖନ୍ତୁ।

ଭୋଜନ ଥାଳି ରୁପା କିମ୍ବା ପିତ୍ତଳର ହେବା ଅତ୍ୟନ୍ତ ଶୁଭ ଓ ସ୍ୱାସ୍ଥ୍ୟ ପାଇଁ ହିତକାରକ। ପାଣିର ଗ୍ଲାସ ମଧ୍ୟ ତମ୍ବାର ହେବା ଉଚିତ୍‌‌।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories