nua o banner

ସାନ ଭାଇର ଗୁଳିମାଡ଼ରେ ବଡ଼ଭାଇ ଆହତ

BJD Bijuli 480×75 Mob

ଖୁଣ୍ଟା : ମୟୁରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ବଡ଼ଖମଣ ପଞ୍ଚାୟତର ଝରଣାସାହି ଗ୍ରାମରେ ପାରିବାରିକ ଘଟଣାକୁ କେନ୍ଦ୍ରକରି ବୁଧବାର ସନ୍ଧ୍ୟାରେ ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ଆହତ ହୋଇଥିବା ଜଣାପଡିଛି। ବଡ଼ ଭାଇର ନାମ ବୁଧିରାୟ ସିଂ(୪୦) ଓ ଅଭିଯୁକ୍ତ ସାନଭାଇର ନାମ ଗୁରୁଭା। ଆହତ ଅବସ୍ଥାରେ ବୁଧିରାୟଙ୍କୁ ଉଦଳା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଘଟଣା ଭିଆଇ ସାନଭାଇ ଗୁରୁଭା ଫେରାର ହୋଇଯାଇଥିବା ସୂଚନା ମିଳିଛି।

Comments are closed.