www.samajalive.in
Wednesday, December 10, 2025
16.1 C
Bhubaneswar

ଜାଣନ୍ତୁ କ’ଣ ପାଇଁ ଗାଡିରେ ଲାଗୁଛି ନିଆଁ ଏବଂ ଏହାକୁ କିପରି କରିବେ ନିୟନ୍ତ୍ରଣ

ନୂଆଦିଲ୍ଲୀ : କାର ଚାଲୁଥିବା ସମୟରେ ନିଆଁ ଲାଗୁଥିବା ଘଟଣା ଦେଶରେ ବଢିବାକୁ ଲାଗୁଛି। ବିଗତ ଦୁଇ ମଧ୍ୟରେ ଦେଶରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଛି। ବହୁ ଦାମି କାର ମାନଙ୍କରେ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସିଛି। ପରିବହନ ବିଭାଗ ଅନୁସାରେ ପାଖାପାଖି ୧୪୦ରୁ ଊର୍ଦ୍ଧ୍ବ କାରରେ ନିଆଁ ଲାଗିସାରିଛି। ଏହା ଦ୍ୱାରା ବହୁତ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ଆପଣ ଜାଣିବା ଦରକାର କେଉଁ କାରଣ ଯୋଗୁଁ ଏଭଳି ଘଟଣା ଘଟୁଛି ଏବଂ ଏଥିରୁ କିପରି ଆମେ ସମାଧାନ କରିପାରିବା।
କ’ଣ ପାଇଁ କାରରେ ଲାଗୁଛି ନିଆଁ?
କାରର ସୈନ୍ଦର୍ଯ୍ୟ ବୃଦ୍ଧି କରିବାପାଇଁ ଅତ୍ୟାଧୁନିକ ସୁବିଧା କରିଥାଆନ୍ତି। ଯାହାଦ୍ୱାରା ଗାଡିର ୱାଇରିଂରେ ବହୁ ପରିବର୍ତ୍ତନ କରାଯାଏ। ଦ୍ରୁତଗତିରେ ଯିବା କିମ୍ବା ଅଧିକ ଗାଡି ଗରମ ହେବାଦ୍ୱାରା ତାର ଗୁଡିକ ସର୍ଟସର୍କିଟ ହୋଇଥାଏ। ଯାହା ଫଳରେ ଗାଡିରେ ନିଆଁ ଲାଗିଥାଏ। ଏହାବ୍ୟତୀତ ତେଲଟାଙ୍କି, ପାଇପ୍‍ରେ ଛିଦ୍ର ଆଦି କାରଣ ଯୋଗୁଁ ମଧ୍ୟ ଗାଡିରେ ନିଆଁ ଲାଗିଥାଏ।
କିଭଳି ହେବେ ସତର୍କ
କୌଣସି ଗ୍ୟରେଜରେ ଗ୍ୟାସ କିଟ ଗାଡିରେ ଲଗାଇଦିଅନ୍ତୁ।
ଗାଡିରେ କୌଣସି ଅଧିକ ଶ୍ରୋତବାଲା ହର୍ଣ, ଅଧିକ ଲାଇଟ୍‍ ବ୍ୟବହାର କରନ୍ତୁ ନାହିଁ।
କାରର ସର୍ଭିସ୍‍ କରୁଥିବା ବେଳେ କାରର ବୋନଟ ଖୋଲିକି ଦେଖିବା ଦରକାର।
କୌଣସି ଜାଣି ନଥିବା ଲୋକମାନଙ୍କ ଠାରୁ ବିଦ୍ୟୁତଚାଳିତ କାର୍ଯ୍ୟ କରନ୍ତୁ ନାହିଁ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories