ଅନୁଗୋଳ : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୁତୁଗାଁ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଏକ ପରିବାରର ୨୫ଜଣଙ୍କର କ୍ଷତି ହୋଇଥିବା ଜଣାପଡିଛି। ପାହାଡ ଘେରା ମଧ୍ୟରେ ଏହି ଗ୍ରାମ ରହିଛି। କୌଣସି କାରଣ ବଶତଃ ଏହି ଘରେ ଅଗ୍ନିସଂଯୋଗ ହୋଇଥିଲା। ସୂଚନାପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।
Popular Categories



