www.samajalive.in
Saturday, December 6, 2025
26.1 C
Bhubaneswar

ନିଆରା ଢଙ୍ଗରେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କଲେ ଜିଲ୍ଲା କଳା ସଂସ୍କୃତି ସଂଘ

ଫୁଲବାଣୀ  : ଜିଲ୍ଲା କଳା ଓ ସଂସ୍କୃତି ସଂଘ ତରଫରୁ ନିଆରା ଢଙ୍ଗରେ ନୂତନ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଜିଲ୍ଲା ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ,ଜିଲ୍ଲା ସଂଯୋଜକ ସରୋଜ କୁମାର ପାତ୍ର ଏବଂ ଉପଦେଷ୍ଠା ସଦାଶିବ ପାତ୍ରଙ୍କ ସମେତ ୧୨ ଗୋଟି ବ୍ଲକର ବ୍ଲକ ଉପ ସଭାପତି ଯୋଗଦେଇଥିଲେ । ସଂଗଠନର କଳାକାର ମାନେ ପାରମ୍ପରିକ ବେଶ ଭୁଷାରେ ସଜ୍ଜିତ ହୋଇ ଲୋକନୃତ୍ୟ ମାଧ୍ୟମରେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ସାହୁ, ପ୍ରମୋଦ ଦଣ୍ଡସେନା ,ସରୋଜ କୁମାର ସାହୁ ,ଜୁନେସ ପରିଛା ,ସତପଥି ପ୍ରଧାନ, ତ୍ରିନାଥ ପଣ୍ଡା, ଭାଗିରଥି ସାହୁ ,ଗୋଲକ ବିହାରୀ ମଲ୍ଲିକ, ସଦାନନ୍ଦ ପରାସେଠ ,ବରିଷ୍ଠ କଳାକାର ଅଶ୍ୱିନୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories