www.samajalive.in
Monday, December 15, 2025
26.1 C
Bhubaneswar

ଫଡନବିସ ଔରଙ୍ଗଜେବଙ୍କ ପରି ନିଷ୍ଠୁର: କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଔରଙ୍ଗଜେବଙ୍କ ପରି ନିଷ୍ଠୁର। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ହର୍ଷବର୍ଦ୍ଧନ ସପାକ। ସପାକଙ୍କ ଏପରି ମନ୍ତବ୍ୟକୁ ବିଜେପି ନେତୃତ୍ଵାଧୀନ ମହାୟୁତି କଡ଼ା ନିନ୍ଦା କରିଛି। ଏହା ମହାରାଷ୍ଟ୍ର ପ୍ରତି ଅପମାନ ବୋଲି ମହାୟୁତି କହିଛି।

ଔରଙ୍ଗଜେବ ଏବଂ ତାଙ୍କ ସମାଧିସ୍ଥଳକୁ ନେଇ ବିବାଦ ଆରମ୍ଭ ହେବା ପରେ ସପାକ କହିଛନ୍ତି, ଔରଙ୍ଗଜେବ ଜଣେ ନିଷ୍ଠୁର ଶାସକ ଥିଲେ। ସମାନ ଭାବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ବି ନିଷ୍ଠୁର। ସେ ସବୁବେଳେ ଧାର୍ମିକ ପ୍ରସଙ୍ଗକୁ ସମର୍ଥନ କରନ୍ତି। କିନ୍ତ ସରପଞ୍ଜ ସନ୍ତୋଷ ଦେଶମୁଖଙ୍କ ହତ୍ୟାକାଣ୍ଡ ଭଳି ମାମଲାଗୁଡ଼ିକରେ କିଛି କରନ୍ତି ନାହିଁ।

- Advertisement -

ସପାକଙ୍କ ମନ୍ତବ୍ୟକୁ ବିଜେପି ନିନ୍ଦା କରିଛି। ବିଧାୟକ ପ୍ରବୀଣ ଦାରେକର ଏହି  ପ୍ରସଙ୍ଗକୁ ବିଧାନସଭାରେ ଉଠାଇବା ସହିତ ଏହା ମହାରାଷ୍ଟ୍ର ପ୍ରତି ଅପମାନ ବୋଲି କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories