www.samajalive.in
Saturday, December 6, 2025
19.1 C
Bhubaneswar

ନୂଆ ଓଡ଼ିଆ ସିନେମା ‘ବାସ୍ତବ’ର ଶୁଭ ମହୁରତ

ଭୁବନେଶ୍ୱର : ନୂଆ ଓଡ଼ିଆ ସିନେମା ‘ବାସ୍ତବ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। କାହାଣୀର ନିର୍ଦ୍ଦେଶନା ଭାର ଲୁବୁନ-ଟୁବୁନଙ୍କ ଉପରେ ନ୍ୟସ୍ତ ଥିବାବେଳେ ପ୍ରଯୋଜନାରେ ଡ଼ ବଦ୍ରିନାଥ ପଟନାୟକ ଅଛନ୍ତି। ବର୍ଣ୍ଣସ୍ୱର୍ଣ୍ଣ ଟେଲିଭିଜନ ଦ୍ୱାରା ପ୍ରସ୍ତୁତ ହେଉଛି ଏହି ସିନେମା। ସିନେମାରେ ମୁଖ୍ୟ ନାୟିକା ଭାବେ ଅଙ୍କିତା , ମୁଖ୍ୟ ନାୟକ ଭାବେ ତୁଷାର ବେଦୀ(ମୁମ୍ବାଇ) ଅଛନ୍ତି।

ଅନ୍ୟ ଭୂମିକାରେ ରବି ମିଶ୍ର, ପ୍ରତିଭା ପଣ୍ଡା, ତପି ମିଶ୍ର, ମିଟୁ ମିଥୁନ, ରତନ ମେହେର, ଟନିଆ, ସୋନାଲି, ବିଜୟ ଓ ଧୋନି ଅଛନ୍ତି। ଆଗାମୀ ସପ୍ତାହରେ ସିନେମା ସୁଟିଂ ଆରମ୍ଭ ହେବା ନେଇ ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି ।

ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..

- Advertisement -

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories