www.samajalive.in
Friday, December 12, 2025
15.1 C
Bhubaneswar

ଇଡିର ୫ କର୍ମଚାରୀ କରୋନା ଆକ୍ରାନ୍ତ : ରବିବାର ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟ ସିଲ୍‍

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ୫ ଜଣ କର୍ମଚାରୀ କୋଭିଡ୍‍-୧୯ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ନୂଆଦିଲ୍ଲୀର ଖାନ୍‍ ମାର୍କେଟସ୍ଥିତ ଲୋକନାୟକ ଭବନରେ ଥିବା ଇଡି ମୁଖ୍ୟ କାର୍ଯ୍ୟାଳୟରେ ସେମାନେ କାର୍ଯ୍ୟ କରୁଥିଲେ। ସଂକ୍ରମିତ ହୋଇଥିବା କର୍ମଚାରୀମାନେ ନିର୍ଦେଶକ ପାହ୍ୟାର ବୋଲି ଜଣା ପଡିଛି।

ଶୁକ୍ରବାର ସେହି କାର୍ଯ୍ୟାଳୟକୁ ସାନିଟାଇଜ୍‍ କରାଯାଇଛି। ଅଟ୍ଟାଳିକାକୁ ରବିବାର ପର୍ଯ୍ୟନ୍ତ ସିଲ୍‍ କରିଦିଆଯାଇଛି। ସଂକ୍ରମିତ କର୍ମଚାରୀମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀମାନଙ୍କୁ ପୃଥକୀକରଣ କେନ୍ଦ୍ରରେ ରଖାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories