www.samajalive.in
Friday, December 12, 2025
15.1 C
Bhubaneswar

ସୁବର୍ଣ୍ଣମଞ୍ଜରୀପୁର ଗାଁ ଭିତରେ ହାତୀ

ଗୁରୁଡିଝାଟିଆ- ମୁହଁସଞ୍ଜ ବେଳେ ଦଳଛଡା ଦନ୍ତା ଗାଁ ଭିତରକୁ ପଶିବା ଫଳରେ ଭୟଭୀତ ପରିବେଶ ସୃଷ୍ଟି ହୋଇଛି ।   ସନ୍ଧ୍ୟା ଆସନ୍ନ ହେବା ମାତ୍ରରେ ଏକ ଦନ୍ତାହାତୀ ସୁବର୍ଣ୍ଣମଞ୍ଜରୀପୁର ଗାଁ ଭିତରେ ପଶିବା ଫଳରେ ଲୋକମାନେ ଭୟଭୀତ ହୋଇଯାଇଥଲେ ।

 

- Advertisement -

ଲୋକମାନେ ହୋହାଲ୍ଲା କରିବାରୁ ହାତୀଟି ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଶ୍ୱର୍କୁ ପଳାଇଆସିଥିଲା । ସନ୍ଧ୍ୟାପରେ ଏହି ରାସ୍ତାଟି ହାତୀମାନଙ୍କ ଯୋଗୁଁ ଏବେ ବିପଦ ସଂକୂଳ ହୋଇପଡିଛି । ଗତ ଦୁଇଦିନ ତଳେ ଏକ ଦନ୍ତାହାତୀ ଡାଳଭାଗ ଗ୍ରାମର ଜୈନିକ ଲୋକକୁ ଗୋଡାଇବା ଫଳରେ ସେ ଗୁରୁତର ହୋଇଥିଲେ । ବନବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories