www.samajalive.in
Sunday, December 7, 2025
18.1 C
Bhubaneswar

ବୃଦ୍ଧି ପାଉଛି ହାତୀ ଆତଙ୍କ : ଭୟଭୀତ ଲୋକେ

ଅନୁଗୁଳ/କେନ୍ଦୁଝର : ହାତୀ ଆତଙ୍କ ବଢି ବଢି ଚାଲିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ଯଦ୍ୱାରା ଲୋକେ ଭୟଭୀତ ହୋଇ ଯାଇଛନ୍ତି। କେଉଁଠି ଘର ଭାଙ୍ଗିଛନ୍ତି ତ କେଉଁଠି ଫସଲ ଉଜାଡ଼ିଛନ୍ତି। ତେବେ ନିକଟରେ ଅନୁଗୁଳ ସ୍ଥିତ ତାଳଚେର ରେଞ୍ଜ୍‍ ବେଲପଡ଼ା ଗାଁ’ରେ ହାତୀ ପଲ ମାତିଛନ୍ତି।  ନଦୀ ଡେଇଁ ୧୬ଟି ହାତୀ ଗାଁ’କୁ ପଶିଛନ୍ତି। ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରହିଛି। ସେହିପରି କେନ୍ଦୁଝର ସ୍ଥିତ ଚମ୍ପୁଆ ରେଞ୍ଜ୍‍ ସୋଲଗଡ଼ରେ ମଧ୍ୟ ହାତୀପଲ ଉତ୍ପାତ ଦେଥିବାକୁ ମିଳିଛି। ଗାଁ’ରେ ୨୨ଟି ହାତୀ ପଶି ଏକାଧିକ ଘର ଭାଙ୍ଗିଛନ୍ତି। ନେଙ୍କଡ଼ାଘର, ଜାମୁନାଳିଆ ଗାଁ’ରେ ୧୩ଟି ହାତୀ ପଶି ବହୁ ଫସଲ ନଷ୍ଟ କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories